The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ତାଜକିସ୍ତାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭୂକମ୍ପରେ ଥରିଛି ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ ହୋଇଛି । ଭୃଗର୍ଭ ଠାରୁ ୧୬ କିଲୋମିଟର ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପ ଝଟକାରେ ଥରିଲା ଘରଦ୍ବାର । ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ହୋଇଛି । ଗତକାଲି ଅପରାହ୍ନରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନ ଓ ତାଜକିସ୍ଥାନ ସୀମା ଭୂକମ୍ପର କେନ୍ଦ୍ରସ୍ଥଳି ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login