The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଟପିଲା

Facebook
Twitter
LinkedIn

ଭୁବନେଶ୍ୱର : ଡହଡହ ଖରାରେ ସିଝିଲା ରାଜଧାନୀ । ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା । ଭୁବନେଶ୍ୱର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ । ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ହନ୍ତସନ୍ତ ହେଉଛନ୍ତି ରାଜ୍ୟ ବାସୀ । ପ୍ରବଳ ଖରାରେ ଦିନରେ ବାହାରି ପାରୁ ନାହାନ୍ତି ଲୋକେ । ଖରାର ପ୍ରକୋପ ସହ ଗୁଳୁଳି ଲୋକଙ୍କୁ ଅଥୟ କରୁଛି । ତେବେ ରାଜଧାନୀ ଭୁବନେଶ୍ୱର ଆଜି ସବୁଠୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login