ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ । ସକାଳ ୮ଟାରେ କିଛି ଦୁର୍ବୁତ୍ତଙ୍କ ଦ୍ୱାରା ବୋମାମାଡ । କିଛି କାହାର କ୍ଷତି ହୋଇ ନ ଥିବା ବେଳେ ସିସିଟିଭି ଆଧାରରେ ମଞ୍ଚେଶ୍ୱର ପୋଲିସର ତଦନ୍ତ । ସ୍କୁଲରେ କ୍ଲାସ ଚାଲିଥିବା ବେଳେ ବୋମାମାଡ ହୋଇଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ଆସି ବୋମମାଡ଼ କରିଥିବା ସନ୍ଦେହ କରାଯାଉଛି । ବୋମାମାଡ଼ ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍କୁଲ ଛାତ୍ରଛାତ୍ରୀ । କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଛି ।
Views: 54











