The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ

Facebook
Twitter
LinkedIn

ପୋଲସରା : ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର ଅଫିସ କିରାଣୀ । କିରାଣୀ ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ । କାରରେ ଟଙ୍କା ନେଇ ଆସୁଥିବା ବେଳେ ମାଡିବସିଲା ଭିଜିଲାନ୍ସ । ବୁଗୁଡା ମୋଟାବାଡି ଗାଁ ନିକଟରେ ଧରାପଡିଲେ ଶ୍ରୀକାନ୍ତ । କିରାଣି ଶ୍ରୀକାନ୍ତ ଡାକୁଆଙ୍କ ବୁଗୁଡ଼ା ବାସଭବନ ଓ ବେଲଗୁଣ୍ଠା କାର୍ୟ୍ୟାଳୟରେ ଚଢ଼ାଉ ହୋଇଛି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି ସୁନା ଓ ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କୁ ବ୍ରହ୍ମପୁରକୁ ନେଇ ଜେରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login