The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ

Facebook
Twitter
LinkedIn

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ଓ କାର୍ୟ୍ୟାଳୟ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍। କେବଳ ଭୁବନେଶ୍ବରର ୬ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ ଓ ଗଞ୍ଜାମରେ ମଧ୍ୟ ଚାଲିଛି ଚଢ଼ାଉ। ଭଞ୍ଜନଗରରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟ ଙ୍କ ଘର ଓ ବୌଦ୍ଧ ସ୍ଥିତ ଭଡାଘରେ ଚାଲିଛି ଚଢାଉ। ରେଡରେ ୨ଜଣ ଅତିରିକ୍ତ ଡିଏସପି ୬ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login