The Ultimate Managed Hosting Platform
ADVERTISEMENT

ଭାର୍ଗବାସ୍ତ୍ରର ସଫଳ ପରୀକ୍ଷଣ, ଏଥର ହଜିବ ଚୀନ-ପାକିସ୍ତାନର ନିଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାର୍ଗବାସ୍ତ୍ରର ସଫଳ ପରୀକ୍ଷଣ । ଡ୍ରୋନ୍ ଆଟାକ୍ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତକୁ ଏବେ ଏକ ନୂତନ ଏବଂ କମ ମୂଲ୍ୟର ମିଜାଇଲ ଉବଲବ୍ଧ। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ୍ ମୋଡ୍ କାଉଣ୍ଟର ଡ୍ରୋନ୍ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ଡିଜାଇନ୍ ଏବଂ ବିକଶିତ କରାଯାଇଛି। ଏହାର ପ୍ରଥମ ପରୀକ୍ଷା କରାଯାଇଛି ଯେଉଁଥିରେ ଏହା ଉତ୍ତୀର୍ଣ୍ଣ ହୋଇଛି। ଏହି ସିଷ୍ଟମ ମାଇକ୍ରୋ ରକେଟ୍ ମାଧ୍ୟମରେ ଡ୍ରୋନ୍ ଆକ୍ରମଣର ଜବାବ ଦେବାକୁ ସକ୍ଷମ। ଏହାକୁ ଡ୍ରୋନ୍ ବିପଦକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବରେ ବିକଶିତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login