ନୂଆଦିଲ୍ଲୀ : ଭାରତ ସରକାରଙ୍କ ବଡ ନିଷ୍ପତ୍ତିା ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା । ଆତଙ୍କବାଦୀ ହମ୍ ଲାକୁ ଆକ୍ଟ ଫର ୱାର୍ ଧରାଯିବ । ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରିବନି ଭାରତ । ଭବିଷ୍ୟତରେ ଆତଙ୍କୀ ହମ୍ ଲା କଲେ ଯୁଦ୍ଧ ଭାବେ ଜବାବ ଦିଆଯିବ । । ଭାରତ ସରକାରଙ୍କ ବିଶେଷ ସୂତ୍ରରୁ ସୂଚନା ରହିଛି।
ଏହାଦ୍ୱାରା ଆଗାମୀ ସମୟରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ ଅଧିକ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଯଦି ପାକିସ୍ତାନରେ ପ୍ରଶିକ୍ଷିତ ଆତଙ୍କବାଦୀମାନେ ଏପରି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ଦ୍ୱାରା ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରିବ।
Views: 45