The Ultimate Managed Hosting Platform
ADVERTISEMENT

ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ; ମ୍ୟାଚ ଫେବ୍ରୁଆରୀ ୨ରେ ଅନଲାଇନ, ୫-୬ରେ କାଉଣ୍ଟର ଟିକେଟ

Facebook
Twitter
LinkedIn

ଭୁବନେଶ୍ୱର : ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ଏପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍ କିଣି ସାରିଥିବା ବେଳେ ଅନ୍ୟ ଦର୍ଶକମାନଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଟିକେଟ୍ କିଣିବାର ବ୍ୟବସ୍ଥା ଖୁବ୍ ଶୀଘ୍ର କରିବାକୁ ଯାଉଛି। ସୂଚନା ଅନୁସାରେ ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ ତାରିଖରେ ଅନ୍ଲାଇନ୍ରେ ଉପଲବ୍ଧ ହେବ। ସେହିପରି କ୍ରିକେଟ୍ପ୍ରେମୀମାନେ ଆସନ୍ତା ୫-୬ରେ କାଉଣ୍ଟର ଟିକେଟ୍ କିଣିପାରିବେ। କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login