ନୂଆଦିଲ୍ଲୀ : ହୁକ୍କା ହେଲା ବ୍ୟାନ । ହୁକ୍କା ଉତ୍ପାଦର କିଣା ବିକା ଉପରେ ଲାଗିଲା ପ୍ରତିବନ୍ଧକ । କଟକଣା ଲଗାଇଲେ କର୍ଣ୍ଣାଟକ ସରକାର । ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ଏପରି ନିଷ୍ପତ୍ତି ।
ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଧୂମ୍ରପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଏପରି ବ୍ୟାନ୍ ଲଗାଯାଇଛି । ଅନ୍ୟପଟେ ଭବିଷ୍ୟତର ପିଢିକୁ ଏକ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ବାତାବରଣ ଦେବା ଆମ କାମ ବୋଲି କହିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ।
ଏହାପୂର୍ବରୁ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ । ତା ସହିତ ତମାଖୁ ସେବନର ବୟସକୁ ମଧ୍ୟ ୧୮ରୁ ବୃଦ୍ଧି କରି ୨୧ କରିଥିଲେ କର୍ଣ୍ଣାଟକ ସରକାର । ସେତେବେଳେ ଏହାକୁ କର୍ଣ୍ଣାଟକର ଅନେକ ରେସ୍ତୋରାଂ ଏବଂ ବାର୍ ବିରୋଧ କରିଥିଲେ । ହେଲେ ସେ ସବୁକୁ ପଛରେ ରଖି କର୍ଣ୍ଣାଟକ ସରକାର କିନ୍ତୁ ହୁକ୍କା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଗତ ବର୍ଷ ହରିୟାଣାରେ ମଧ୍ୟ ଏପରି ନିଷ୍ପତ୍ତି ନିଆଯାଇଥିଲ । ହରିୟାଣାର ସମସ୍ତ ହୋଟେଲ, ରେସ୍ତୋରାଂ, ବାର୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ହୁକ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଉ ଏବେ କର୍ଣ୍ଣାଟକରେ ମଧ୍ୟ ଏହି ନିୟମ ଲାଗୁ ହେଇଛି ।
ବ୍ୟାନ ହେଲା ହୁକ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







