The Ultimate Managed Hosting Platform
ADVERTISEMENT

ବ୍ରହ୍ମପୁରରେ ଏନକାଉଣ୍ଟର

Facebook
Twitter
LinkedIn

ବ୍ରହ୍ମପୁର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ । ପୀତାତଳି-ଚିକିଟି ଗୋଳନ୍ଥରା ପୋଲିସର ଏନକାଉ୍ଣ୍ଟର । ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ । ତାର ବାମଗୋଡରେ ଗୁଳି ବାଜିଛି । ଆବତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି । ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ହତ୍ୟା, ଡକାୟତି, ରାହାଜାନି, ଲୁଟ୍ ପରି ମାମଲାରେ ଜଡିତ ଥିଲା ସୁନୀଲ । ପୂର୍ବରୁ ଅନେକ ଥର ଜେଲ୍ ମଧ୍ୟ ଯାଇଛି। ଏବେ ନିମଖଣ୍ଡି ଥାନାର ଏକ ମାମଲାର ସୁନୀଲକୁ ଖୋଜୁଥିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login