ଭବାନୀପାଟଣା : ଏନଏଚରେ ବୋଲେରୋ ଟ୍ରକ ମୁହାଁମୁହିଁ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଏନଏଚ ୨୬ ଟିଟିଲାଗଡ ଛକ ନିକଟରେ ଦୁର୍ଘଟଣା । ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି , ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଛତିଶଗଡରୁ ହୀରାକୁଦ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ଛାନଭିନ ଜାରି ରଖିଛି ।
Views: 38