The Ultimate Managed Hosting Platform
ADVERTISEMENT

ବୋରୱେଲରେ ଶିଶୁ

Facebook
Twitter
LinkedIn

ସମ୍ବଲପୁର : ବୋରୱେଲ ଭିତରେ ପଡିଲା ଶିଶୁ । ରେଙ୍ଗାଲି ନିକଟ ଲାରିପାଲିରେ ବୋରୱେଲରେ ପଡିଛି ଶିଶୁ । ପଡିଥିବା ଶିଶୁଟି ନବଜାତ ହୋଇଥିବା ସନେ୍ଦହ । ଶିଶୁଟିକୁ କେହି ଆଣି ଫୋପାଡି ଦେଇଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରେ ପହଁଚିଲା ଅଗ୍ନିଶମ ବାହିନୀ । ଉଦ୍ଧାର କାର୍ଯ୍ୟ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login