ମୁମ୍ବାଇ : ମୁମ୍ବାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବୋମା ଧମକ ମିଳିବା ପରେ ବିମାନର ଜରୁରୀ ଅବତରଣ । ହାଇଦ୍ରାବାଦରୁ କୁୱେତ ଯାଉଥିଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରି ବିମାନକୁ ତନ ତନ ଯାଞ୍ଚ କରୁଛି ବମ ସ୍କାର୍ଡ । ଏ ନେଇ ଇଣ୍ଡିଗୋ ବିମାନ ବନ୍ଦର କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇନି । ବିଳିମ୍ବିତ ରାତି ୧ଟା ୫୬ ମିନିଟରେ କିଏତରୁ ବିମାନ ଛାଡିଥିଲା । ପରେ ସକାଳ ୮ଟା ୧୦ ମିନିଟରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି ।
Views: 57











