The Ultimate Managed Hosting Platform
ADVERTISEMENT

ବୋଟ ଓଲଟି ଜଣେ ମୃତ , ଜଣେ ନିଖୋଜ

Facebook
Twitter
LinkedIn

ବାଲେଶ୍ୱର : ସମୁଦ୍ରରେ ମାଛ ଧରା ବୋଟ ଓଲଟି ଜଣେ ମୃତ , ଜଣେ ନିଖୋଜ । କଷାଫଳ ଅଞ୍ଚଳର ୭ ଜଣ ମାଛ ଧରିବାକୁ ଯାଇ ଫେରୁଥିଲେ । ପ୍ରବଳ ପବନରେ ଓଲଟିଲା ବୋଟ୍ । ୫ ଜଣ ସୁରକ୍ଷିତ । ଉଚ୍ଚ ଜୁଆରରେ ଡଙ୍ଗା ଓଲଟିବାରୁ ଧୀବରମାନେ ସମୁଦ୍ର ପାଣିରେ ଭାସି ଯାଇଥିଲେ। ଦୀର୍ଘ ଦେଢ ଘଣ୍ଟା ଧରି ସମୁଦ୍ର ପାଣିରେ ଭାସୁଥିବା ବେଳେ ଅନ୍ୟ ଡଙ୍ଗା ସହାୟତାରେ ସମୁଦ୍ରରୁ ଉଦ୍ଧାର ହୋଇଥିଲେ। ଏନେଇ କଷାଫଳ ସାମୁଦ୍ରିକ ଥାନାକୁ ଯୋଗାଯୋଗ କରାଯାଇଥିଲା। ଗତ ରାତି ପ୍ରାୟ ୨ଟାରେ ମଝି ସମୁଦ୍ରରେ ଏଭଳି ଅଘଟଣ ଘଟିଛି। ମୃତକ ଜଣକ କଷାଫଳ ଗାଁର କାଳୀପଦ ମାର୍ଣା ବୋଲି ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login