The Ultimate Managed Hosting Platform
ADVERTISEMENT

ବୈାଦ୍ଧ ପୋଲିସକୁ ସଫଳତା , କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ

Facebook
Twitter
LinkedIn

ବୌଦ୍ଧ : ନିଶା ବିରୋଧୀ ଅଭିଯାନରେ ବୌଦ୍ଧ ପୋଲିସକୁ ସଫଳତା । ୩ କୁଇଂଟାଲ ଗଂଜେଇ ଜବତ କରିବା ସହ ଗୋଟିଏ ଟ୍ରକ ଜବତ କରିଛି ପୋଲିସ୍ । ଏହାସହ ଦୁଇଜଣ ଗିରଫ ହୋଇଛନ୍ତି । ଆନ୍ତରାଜ୍ୟ ଚାଲାଣ ବେଳେ ବୌଦ୍ଧ ବ୍ରିଜ୍ ନିକଟରୁ ଏହି ଗଂଜେଇ ଧରାପଡ଼ିଛି । ବୌଦ୍ଧ ପୋଲିସ୍ ନିଶା ବିରୋଧୀ ଅଭିଯାନ ଜୋରଦାର କରିଥିବା ବେଳେ ପ୍ରାୟ ୧୫ ଦିନ ଭିତରେ ପ୍ରାୟ ୨ଟନ୍ ଗଞ୍ଜେଇ ଜବତ ହୋଇଛି । ଗୋଟିଏ ଟ୍ରକ୍, ଗୋଟିଏ କାର, ବାଇକ ଜବତ କରିଛି । ଏହାସହ ୧୫ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login