The Ultimate Managed Hosting Platform
ADVERTISEMENT

ବୃଦ୍ଧାଙ୍କ ଘରେ ପହଞ୍ଚିଲା ବ୍ୟାଙ୍କ

Facebook
Twitter
LinkedIn

ଭୁବନେଶ୍ୱର : ଚେୟାର ସହାୟତାରେ ଚାଲିଚାଲି ବୃଦ୍ଧା ବ୍ୟାଙ୍କ ଯିବା ଘଟଣା । ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ଗାଁ ବାଣୁଆଗୁଡାରେ ପହଞ୍ଚିଲା ବ୍ୟାଙ୍କ ଟିମ୍ । ନବରଙ୍ଗପୁର ଏସବିଆଇ ଚିଫ୍ ମ୍ୟାନେଜରଙ୍କ ସହ ଏକ ଟିମ୍ ପହଞ୍ଚିଲା । ବୃଦ୍ଧାଙ୍କୁ ବ୍ୟାଙ୍କ ତରଫରୁ ଗୋଟିଏ ତିନି ଚକିଆ ସାଇକେଲ ପ୍ରଦାନ । ପ୍ରତି ମାସରେ ଘରକୁ ଭତ୍ତା ଟଙ୍କା ପହଞ୍ଚାଯିବାର ପ୍ରତିଶ୍ରୁତି ମଧ୍ୟ ଦେଲେ । ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଏକ ତିନିଚକିଆ ସାଇକେଲ ପ୍ରଦାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login