The Ultimate Managed Hosting Platform
ADVERTISEMENT

ବୃଦ୍ଧାଙ୍କୁ ମାରିଦେଲା ମହାବଳ

Facebook
Twitter
LinkedIn

ନୂଆପଡା : ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ମହାବଳ ଆତଙ୍କ । ବୃଦ୍ଧାଙ୍କ ଘର ବାଡିପଟୁ ମହାବଳ ବାଘ ଜଙ୍ଗଲକୁ ଝାମ୍ପିନେଲା । କାଲି ସନ୍ଧ୍ୟାରେ ବାଡିରୁ ଝାମ୍ପିନେଇ ମାରିଦେଲା ମହାବଳ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେପଟେଘଟଣାସ୍ଥଳରେ ପହଁଚିଛି ନୂଆପଡା ବନ ବିଭାଗ ଟିମ୍ । ମହାବଳ ବାଘ ଝାମ୍ପି ନେଇଥିବା ସ୍ୱୀକାର କଲେ ସୁନାବେଡା ରେଞ୍ଜର । ପାଦ ଚିହ୍ନ ଓ ଆକ୍ରମଣର ତରିକାରୁ ଏହା ସ୍ପଷ୍ଟ କଲେ ରେଞ୍ଜର । ସଜାଗ ରହିବାକୁ ଗ୍ରାମବାସୀଙ୍କୁ ରେଞ୍ଜର ଙ୍କ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login