ବାରିପଦା : ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ବଡ ଯୋର ପଞ୍ଚାୟତ ଡାହିସାହି ଗାଁରେ ହାତୀ ଆତଙ୍କ । ଜଙ୍ଗଲକୁ ଶାଳପତ୍ର ଗୋଟାଇବାକୁ ଯାଇଥିବା ବେଳେ ହାତୀ ଦଳିଦେଲା ।
ତେବେ ଖାଦ୍ୟ ଅନ୍ୱେଷଣରେ ହାତୀ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ହାତୀ ଓ ମଣିଷ ର ଲଢେଇରେ କେତେବେଳେ ହାତୀ ବଳି ପଡୁଛି ତ କେତେବେଳେ ନୀରିହ ମଣିଷ । ଅନେକ ସମୟରେ ଏବେ ହାତୀଙ୍କର ଆତଙ୍କର ଭୟଭୀତ ହୋଇରହିଛନ୍ତି ଲୋକେ ।
Views: 98











