ଭବାନୀପାଟଣା : ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା । ନର୍ଲା ଥାନା ଭାଟେଲ ଗାଁ ଦାଣ୍ଡରୁ ମୃତଦେହ ଉଦ୍ଧାର । କେହି ପିଟିପିଟି ହତ୍ୟା କରିଥିବା ଅନୁମାନ । ତେବେ ଘଟଣାସ୍ଥଳରେ ପହଁଚି ପୋଲ୍ିସ ତଦନ୍ତ ଆରମ୍ବ କରିଛି । ତେବେ କାହିଁକି ଓ କିଏ ବୃଦ୍ଧକୁ ହତ୍ୟା କରିଛି ତାର କାରଣ ଜଣାପଡିନାହିଁ ।
Views: 88











