The Ultimate Managed Hosting Platform
ADVERTISEMENT

‘ବୁଧବାର ବନକଲାଗି ପାଇଁ ରାଜି’

Facebook
Twitter
LinkedIn

ପୁରୀ : ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି । ନୀତି ସବ କମିଟି ବୈଠକ ପରେ ଦତ୍ତମହାପାତ୍ରଙ୍କ ପ୍ରତିକ୍ରିୟା । ଯଦି ପରିଚାଳନା କମିଟି ହିବେ ବୁଧବାର କରିବାକୁ ଆମେ ରାଜି । ଶ୍ରୀଜିୁଙ୍କ ନୀତିରେ ଆଉ କୈାଣସି ବିଳମ୍ବ କରିବାକୁ ଚାହୁଁନୁ । କିନ୍ତୁ କେବଳ ବୁଧବାର ନ କରି ଗୁରୁବାର ମଧ୍ୟ ନୀତି ହେବା ଦରକାର । ମୁଖ୍ୟ ପ୍ରଶାସକ ଆମ ସହ ୱାନ ଟୁ ୱାନ ଆଲୋଚନା କରିବାକୁ ନିବେଦନ । ପୂର୍ବରୁ ନୀତି ସବ୍ କମିଟି ବୈଠକରୁ ବାହାରିପାରି ନ ଥିଲା ନିଷ୍କର୍ସ । ପରବର୍ତ୍ତି ପରିଚାଳନା ବୈଠକରେ ଚୂଡାନ୍ତ ନିଷ୍ପତ୍ତ ହୋଇଛିି । ବାର ବିବାଦକୁ ନେଇ ନିଷ୍କର୍ସ ବାହାରି ପାରିନ ଥିଲା । ବୁଧବାର ବନକଲାଗି ନୀତି କରିବା ଶାସ୍ତ୍ର ସମ୍ମତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login