କଣ୍ଟାବାଞ୍ଜି : ଧୂମଧାମନରେ ପାଳନ ହେଲା ଗଣେଶ ପୂଜା । ପୂରା ଗାଁରେ ଉତ୍ସାହର ମାହୋଲ । ଆଜି ହୋଇଥାନ୍ତା ବିସର୍ଜନ । ସମସ୍ତଙ୍କ ମନରେ ଥିଲା ଉତ୍ସାହ । କିନ୍ତୁ ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି । ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ । ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ । ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା । ଯାହାକୁ ଆପଣ ଶୁଣିଲେ ବି ଆଶ୍ଚର୍ୟ୍ୟ ହୋଇଯିବେ । ସତ କଥା ହେଲା ପ୍ରଭୁଙ୍କ ମୂର୍ତ୍ତି ପେଣ୍ଡାଲରୁ ଏମିତି ଗାୟବ ହୋଇଯାଇନି ବରଂ ଚୋରି ହେଇଯାଇଛି । ଏମିତି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂଜା କମିଟି ସଦସ୍ୟ ।
କମିଟି ସଦସ୍ୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଅନ୍ୟ ଏକ ସ୍ଥାନରେ ଗଣେଶ ପୂଜା ପାଇଁ ସାଂସ୍କୃତିକ କାର୍ୟ୍ୟକ୍ରମ ହେଉଥିଲା । ଏହାକୁ ଦେଖିବାକୁ କମିଟି ସଦସ୍ୟମାନେ ଯାଇଥିଲେ । ବିଳମ୍ବିତ ରାତିରେ ଫେରି ପେଣ୍ଡାଲରେ ବିଘ୍ନରାଜଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







