The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବ୍ୟାଡମଣ୍ଟନ ଷ୍ଟାର ପିଭି ସିନ୍ଧୁ, ଭେଙ୍କେଟଶ ସାଇ ହେଲେ ଜୀବନସାଥି

Facebook
Twitter
LinkedIn

ଜୟପୁର : ଆଜି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ବାହାଘର । ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିବେ ସିନ୍ଧୁ । ଦକ୍ଷିଣ ଭାରତ ରିତିନୀତି ହେବ ବାହାଘର । ୨୪ରେ ହାଇଦ୍ରା ବାଦରେ ରିସେପସନ ପାର୍ଟି । ନିକଟରେ ସିନ୍ଧୁ ବାହାଘର ଖବର ମିଡିଆରେ ପ୍ରକାଶ କରିଥିଲେ । ଏଥିସହ ନିକଟରେ ତାଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଖୁସି ପ୍ରକାଶ କରିଥିଲେ । ଭାବି ସ୍ବାମୀଙ୍କ ସହ ଯାଇ ଖେଳ ଜଗତର ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ନିମନ୍ତ୍ରଣ ପତ୍ର ଦେଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login