The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଷ୍ଟାର ଜ୍ୟୋତି ରଞ୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଷ୍ଟାର ଜ୍ୟୋତି ରଞ୍ଜନ । ସିରିୟଲ ଦୁନିଆର ଅଭିନେତ୍ରୀ ସିମରଣ ମହାରଣାଙ୍କୁ ସାତ ଜନ୍ମର ସାଥି କରିଛନ୍ତି । ଗତକାଲି ସେ ସିମରନଙ୍କ ହାତ ଧରିଛନ୍ତି । ଓଲିଉଡର ଜଣେ ସଫଳ ହିରୋ ହୋଇଥିବା ଜ୍ୟୋତି ରଞ୍ଜନ ସିମରନଙ୍କ ହାତ ଧରିଛନ୍ତି । ତେବେ ସିମରନ ଟେଲି ଦୁନିଆର ଜଣେ ସଫଳ ଅଭିନେତ୍ରୀ । ଅନେକ ସିରିୟଲରେ ସେ ନେଗେଟିଭ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ସିନ୍ଦୂରର ଅଧିକାର ସିରିୟଲରେ ନେଗେଟିଭ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପ୍ରବେଶ କରିଥିବା ଜ୍ୟୋତି ଦେଲେ ଧରା କଥା ସରେ, ତୁ ମୋ ହିରୋ, ଦିଲକା ରାଜା, ନିଝୁମ ରାତିର ସାଥୀ, ମିଠା ମିଠା, ହାପି ଲକୀ, ଓଲେ ଓଲେ ଦିଲ୍ ବୋଲେ, ସାଥୀ ତୁ ଫେରିଆ, ପ୍ୟାର ଅଲଗା ପ୍ରକାର ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଆହୁରି ମଧ୍ୟ ପ୍ରେମରେ ରଖିଛି ଶହେରୁ ହେ, ସୁପର ବୟ, ଅଳ୍ପ ଦିନର ଗଳ୍ପ, ତୁ ଭାରି ବିୟୁଟିଫୁଲ, ବିଭ୍ରାନ୍ତ ଭଳି ଫିଲ୍ମରେ ନାୟକ ସାଜିଛନ୍ତି ଜ୍ୟୋତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login