The Ultimate Managed Hosting Platform
ADVERTISEMENT

ବିନା ଅନୁମତିରେ ଆଉଟସୋର୍ସିଂ ନିଯୁକ୍ତି ମନା

Facebook
Twitter
LinkedIn

ଭୁବନେଶ୍ୱର : ଅର୍ଥ ବିଭାଗର ବିନା ଅନୁମତିରେ ଆଉଟସୋର୍ସିିଂ ନିଯୁକ୍ତି ହୋଇପାରିବନି । ସବୁ ବିଭାଗକୁ ଚିଠି ଲେଖି ନିଦେ୍ର୍ଦଶନାମା ଜାରି କଲା ଅର୍ଥ ବିଭାଗ ।ଏଣିକି ଆଉଟସୋର୍ସିଂ ନିଯକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ । ଯଦି ପୂର୍ବରୁ ମଞ୍ଜୁରୀ ଥାଏ ତେବେ ନବୀକରଣ ପର୍ଯ୍ୟାୟରେ ଅନୁମତି ଦରକାର । ଯେଉଁ ଆଉଟସୋର୍ସିଂ କର୍ମଚାରୀଙ୍କ ଅବଧି ସରିଛି ଅର୍ଥ ବିଭାଗର ବିନା ଅନୁମତିରେ ସେମାନଙ୍କ ଚୁକ୍ତି ନବୀକରଣ କରାଯିବନି । ଅର୍ଥ ବିଭାଗ ଯେତିକି ସଂଖ୍ୟକ ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅନୁମତି ଦେଇଛି ତାହା ଠାରୁ ଅଧିକ ନିଯୁକ୍ତି ହୋଇ ପାରିବ ନାହିଁ । ଅଧିକ ନିଯୁକ୍ତି ପାଇଁ କାରଣ ଦର୍ଶାଇବା ସହ ଅର୍ଥ ବିଭାଗର ଅନୁମତି ନେବାକୁ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login