ନୀଳଗିରି : ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ । ଶିଳାନ୍ୟାସ ଫଳକରେ ନାଁ ନ ଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାରୁ ଶିଳାନ୍ୟାସ ଫଳକ । ଆଜି ଶିଳାନ୍ୟାସ ପାଇଁ କଳାକାଦରେ ପହଁଞ୍ଚିଥିଲେ ବିଧାୟକ ସୁକାନ୍ତ ନାୟକ । ବିଧାୟକ ପହଞ୍ଚିବା ବେଳକୁ ଫଳକ ଉପରେ ବସିଥିଲେ ସ୍ଥାନୀ ୟସରପଞ୍ଚ । ତାଙ୍କୁ କାହିଁକ ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । ସରପଞ୍ଚ ସେମିତି ଫଳକ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକ । ବିଧାୟକ ଶିଳାନ୍ୟାସ କରିବା ପରେ ଫଳକ ଭାଙ୍ଗି ଦେଇଥିଲେ ସରପଞ୍ଚ ।
Views: 76