The Ultimate Managed Hosting Platform
ADVERTISEMENT

ବିଧାୟକଙ୍କ କ୍ୟାମ୍ପରେ ବୋମା !

Facebook
Twitter
LinkedIn

ତାଳଚେର : ତାଳଚେର ବିଧାୟକଙ୍କ କ୍ୟାମ୍ପ ପରିସରରେ ବୋମା ପଡିଥିବା ସନେ୍ଦହ ।ବିଧାୟକ ବ୍ରଜ ପ୍ରଧାନଙ୍କ ଭରତପୁର କ୍ୟାମ୍ପରେ ବୋମା ସନେ୍ଦହ । ଏହା କେଉଁଠୁ ଆସିଲା ଓ କିଏ ରଖିଥିଲା ସ୍ପଷ୍ଟ ହୋଇନି । କିଛି କୁଚକ୍ରୀ ବ୍ୟକ୍ତି ପକାଇ ଥାଇପାରନ୍ତି ବୋଲି ବିଧାୟକଙ୍କ ସନେ୍ଦହ । ଘଟଣାସ୍ଥଳରେ ପହଁଚି କୋଲିୟରୀ ପୋଲିସର ଛାନଭିନ । ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login