The Ultimate Managed Hosting Platform
ADVERTISEMENT

ବିଧାନସଭା ଫେରିଲେ ତାରା

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ପରେ ବିଧାନସଭା ପହଁଚିଲେ ତାରା ବାହିନୀପତି । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କଲେ ତାରା । ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଥିଲେ ବାଚସ୍ପତି । ଆଜି କଳା ଡ୍ରେସ ପିନ୍ଧି ବିଧାନସଭା ଆସିଛନ୍ତି କଂଗ୍ରେସ ବିଧାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login