The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ତାର ଲାଗି ଚାଷୀଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବରଗଡ : ବିଲରେ ଛିଡି ପଡିଥିଲା ବିଦ୍ୟୁତ ତାର । ତାର ସଂସ୍ପର୍ଶରେ ଆସି ଚାଷୀଙ୍କର ଚାଲିଗଲା ଜୀବନ । ପାଇକମାଳ ବୁକୁରାମୁଣ୍ଡା ପାଖରେ ଘଟିଛି ଅଘଟଣ । ବିଲରେ କୀଟନାଶକ ପକାଇଲା ବେଳେ ବିଦ୍ୟୁତ ତାର ଲାଗି ଗଲା ଜୀବନ । ଚାଷୀଙ୍କୁ ମୃତ ଘୋଷଣା କଲେ ବୁକୁରାମୁଣ୍ଡା ହସ୍ପିଟାଲ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login