The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Facebook
Twitter
LinkedIn

ସମ୍ବଲପୁର : ବିଦ୍ୟୁତ ଆଘାତରେ ଗଲା ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଏହି ଅଘଟଣ ଘଟିଛି । ୱେଲଡିଂ କାମ କରୁଥିବା ବେଳେ କରେଣ୍ଟ ଲାଗିଯାଇଥିଲା । ମୃତକ ହେଲେ ୩୫ ବର୍ଷୀୟ ଯୁବକ ସମୀର ଦର୍କା । କୁଚିଣ୍ଡା ମୁଖ୍ୟାଳୟ ସ୍ଥିତ ପୁରୁଣା ସିନେମା ହଲ ସମ୍ମୁଖ ଫରେଷ୍ଟ ଅଫିସ କର୍ମଚାରୀ ବାସଗୃହରେ ଘରର ଓଲଡିଂ କାମ କରୁଥିଲେ । ଏହି ସମୟରେ ଘର ପାର୍ଶ୍ଵରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଶ୍ରମିକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login