The Ultimate Managed Hosting Platform
ADVERTISEMENT

ବିଜେପି ଯିବେ ପ୍ରଶାନ୍ତ !

Facebook
Twitter
LinkedIn

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିରେ ଯୋଗଦେଇପାରନ୍ତି ପ୍ରଶାନ୍ତ ଜଗଦେ୍ଦବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ବିଜେପିରେ ମିଶିବା ସମ୍ଭାବନା । ପ୍ରଶାନ୍ତ ବିଜେପି ଯାଉଥିବା କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତଙ୍କ କଥା କହିଲେ ସସ୍ମିତ । ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ପ୍ରଶାନ୍ତଙ୍କୁ ସସପେଣ୍ଡ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ବିଜେଡିରୁ ବହିଷ୍କାର ମଧ୍ୟ କରିଥିଲେ । ଏବେ ସେହି ପ୍ରଶାନ୍ତ ବିଜେପିର ଗେହ୍ଲାପୁଅ ସାଜିଛନ୍ତି , ସଭାସମିତି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି । ଏପରି ଲୋକଙ୍କୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ କୋଳେଇ ନେବାକୁ ଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login