ଭୁବନେଶ୍ୱର : ୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ , ଅମର ପଟ୍ଟନାୟକ ଆବାହକ, ଡକ୍ଟର ସସ୍ମିତ ପାତ୍ର ସହ ଆବାହକ ଅଛନ୍ତି। ୬ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। କମିଟିର ଉପାଧ୍ୟକ୍ଷମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର।
Views: 100











