The Ultimate Managed Hosting Platform
ADVERTISEMENT

ବିଚାରାଧୀନ ବନ୍ଦୀର ଉନ୍ମତ୍ତକାଣ୍ଡ ; କଟୁରି ଚୋଟରେ ଆଇ ମୃତ , ୨ ମହିଳା ଆହତ

Facebook
Twitter
LinkedIn

ଜଗତସିଂହପୁର : ବିଚାରଧୀନ ବନ୍ଦୀର ଉନ୍ମତ୍ତକାଣ୍ଡ । ଘରେ ପଶି ଫେରାର ବିଚାରାଧୀନ ବନ୍ଦୀର ଉନ୍ମତ୍ତକାଣ୍ଡ । ବାଲିକୁଦା ଥାନା ଗଦେଇଗିରି ଗାଁରେ ଚାଞ୍ଚଲ୍ୟ । ଆକ୍ରମଣକାରୀ ନାବାଳିକା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀ ଥିଲା । ୨୦୨୦ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଥିଲା । ୨୦୨୨ ଏପ୍ରିଲ ମାସରୁ ଯୁବକ ଜଣକ ଜେଲରୁ ଫେରାର ହୋଇଥିଲା । ଆଜି ହଠାତ ମାମୁ ଘରକୁ ଆସି କଟୁରିରେ ହାଣି ଆଇକୁ ହତ୍ୟା କରିଛି । ପରେ ନାବାଳିକାର ମାଆ ଓ ସମ୍ପର୍କୀୟ ଆଇକୁ ମଧ୍ୟ ଆକ୍ରମଣ କରିଛି । ଆହତ ୨ ଜଣ ବାଲିକୁଦା ହସ୍ପିଟାଲରେ ଭର୍ତ୍ତି । ଅଭିଯୁକ୍ତ ଅଟକ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login