କଟକ : ବାଲି ଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏ ନେଇ ନିଦେ୍ର୍ଦଶନାମା ଜାରି କଲେ କଟକ ଜିଲ୍ଲାପାଳ । ନଭେମ୍ବର ୧ ରୁ ୧୫ ଯାଏଁ ‘ନୋ ଡ୍ରୋନ ଜୋନ’ ଘୋଷଣା । ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ କଟକଣା ଜାରି । ପାରା ଗ୍ଲାଇଡସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ରାଇଡର୍ସ ଉଡାଣ ମନା । ମାଇକ୍ରୋ ଲାଇଟ , ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ , ୟୁଏଭି, ଡ୍ରୋନ ମନା । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ । ନଭେମ୍ବର ୫ ରୁ ୧୨ ଯାଏଁ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା ।
Views: 67











