The Ultimate Managed Hosting Platform
ADVERTISEMENT

ବାରହା ଫାଶ ନେଲା ୨ ଜୀବନ

Facebook
Twitter
LinkedIn

କୋରାପୁଟ : ବାରହା ଫାଶରେ ପଡ଼ି ୨ଯୁବକଙ୍କ ମୃତ୍ୟୁ, ଘଟଣାପରେ ଗାଁରେ ଉତ୍ତେଜନା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ଆସିଛି ଏହି ଅଭାବନୀୟ ଖବର । ମୃତକ ଦୁଇଜଣ ପିପଳ ପଦର ଓ କେନ୍ଦୁପାଇ ଗାଁର ଗାହେଲା ମାଣ୍ଡିଙ୍ଗା ଓ ଗାହେଲା ମାଣ୍ଡିଙ୍ଗା ବୋଲି ଜଣାପଡିଛି । ଗାଁ ନିକଟସ୍ଥ ଡ଼ଙ୍ଗର ରାସ୍ତା ଦେଇ ଗାଈ ଖୋଜିବାକୁ ଯାଇ ଥିବା ବେଳେ ବାରହା ଫାଶରେ ଲାଗି ଉଭୟଙ୍କ ମୃତ୍ୟୁ ଘଟିଛି । ମୃତଦେହ ପାହାଡ ଉପରେ ପଡ଼ିରହିଥିବା ବେଳେ ପୁଲିସ୍ କି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି, ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ଚୁପ ବସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login