The Ultimate Managed Hosting Platform
ADVERTISEMENT

ବାପାପୁଅଙ୍କୁ ଏସିଡ ମାଡ

Facebook
Twitter
LinkedIn

କୃଷ୍ଣପ୍ରସାଦ : ବାପାପୁଅଙ୍କୁ ଏସିଡ ମାଡ । ଉଭୟ ଗୁରୁତର । ଗୁରୁତର ବାପା ପୁଅ ଭୁବନେଶ୍ୱର ଏମସ ସ୍ଥାନାନ୍ତର । ବିଲରେ କାମ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଏସିଡ ମାଡ । ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏସିଡ ମାଡ । ଜମିବାଡି ବିବାଦରୁ ଏସିଡ ମାଡ ହୋଇଥିବା ସୂଚନା । ସକାଳୁ ନିଜ ଘର ବାଡିପଟେ ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ କାମ କରୁଥିବା ବେଳେ ସେହି ଗାଁର ସନ୍ତୋଷ ମହାରଣା ଏସିଡ୍ ମାଡ କରିଛନ୍ତି । ଖବର ପାଇ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସନ୍ତୋଷ ମହାରଣାଙ୍କୁ ଅଟକ ରଖି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login