The Ultimate Managed Hosting Platform
ADVERTISEMENT

ବାପାକୁ ପିଟି ମାରିଲା ପୁଅ !

Facebook
Twitter
LinkedIn

ବଣାଇ :ଘରୋଇ କଳିରୁ ବାପାକୁ ପିଟିପିଟି ହତ୍ୟା କଲା ପୁଅ । ମହୁଲପାଲି ଥାନା ଫୁଲଝର ନିକଟ ଚାଳସାହି ବସ୍ତିରେ ଅଘଟଣ । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ପଚରାଉଚରା । ମୃତକ ହେଉଛନ୍ତି ପଦୁ ମୁଣ୍ଡା। ଗତକାଲି ରାତିରେ ପୁଅ ଚକ୍ର ମୁଣ୍ଡା ସହ ବାପା ପଦୁ ମୁଣ୍ଡାଙ୍କ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ପୁଅ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାପାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟଲୋକ ମହୁଲପଦା ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ପୋଲିସ ଓ ରାଉରକେଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login