The Ultimate Managed Hosting Platform
ADVERTISEMENT

ବାନ୍ଦିପୋରାରେ ଏନକାଉଣ୍ଟର, ଲସ୍କର କମାଣ୍ଡର ଅଲତାଫ ଲାଲ ନିହତ

Facebook
Twitter
LinkedIn

ଜମ୍ମୁକାଶ୍ମୀର : ପହଲଗାମ ଏନକାଉଣ୍ଟର ପରେ ଭାରତୀୟ ସେନାର ପ୍ରଥମ ପ୍ରତିଶୋଧ । ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର । ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ। ଜମ୍ମୁ କାଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଗୁରୁବାର ରାତିରୁ ପାକିସ୍ତାନ ପକ୍ଷରୁ ଏଲଓସିରେ ଗୁଳିଚାଳନା କରାଯାଇଥିବାବେଳେ ଏହାର ପାଲଟା ଜବାବ ଦେଇଛି ଭାରତ । ସେହିପରି ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ୨ ଯବାନ ଗୁରୁତର ହୋଇଥିବାବେଳେ ଏବେ ଲସ୍କର କମାଣ୍ଡର ପ୍ରାଣ ହାରିଥିବା ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login