The Ultimate Managed Hosting Platform
ADVERTISEMENT

ବାତ୍ୟା ‘ଡିଟୱା’ ; ୪ ରାଜ୍ୟକୁ ଆଲର୍ଟ

Facebook
Twitter
LinkedIn

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଡିଟୱା’କୁ ନେଇ ୪ ରାଜ୍ୟକୁ ଆଲର୍ଟ କରାଯାଇଛି । ତେବେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଆଲର୍ଟ । ପ୍ରବଳ ବର୍ଷ ସମ୍ଭାବନା ନେଇ ଆଲର୍ଟ କରାଯାଇଛି । ୪ ରାଜ୍ୟରେ ୩୦ ତାରିଖ ଯାଏଁ ବର୍ଷା ସମ୍ଭାବନା । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login