The Ultimate Managed Hosting Platform
ADVERTISEMENT

ବାଣୀବିହାର କ୍ୟାମ୍ପସରେ ଧସେଇ ପଶିଲେ ଛାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ବାଣୀବିହାର କ୍ୟାମ୍ପସରେ ଧସେଇ ପଶିଲେ ଛାତ୍ର । ଛାତ୍ର ସଙ୍ଗଠନ ପକ୍ଷରୁ ବାଣୀବିହାର ବନ୍ଦ ପାଳନ । ଭଡାରେ ଲାଗିଥିବା ସରକାରୀ କ୍ୱାଟର୍ସ ଖାଲି କରିବାକୁ ଦାବି । ଗତକାଲି ହଷ୍ଟେଲରେ ଅଣଛାତ୍ରଙ୍କୁ ବିଦା କରାଯାଇଥିଲା । ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଲାଗି ରହିଛି ଚାପା ଉତ୍ତେଜନା । ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା, ଭଡାରେ ଲାଗିଥିବା ସରକାରର କ୍ବାଟର୍ସଗୁଡିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ଗତକାଲି ୧୦ ପ୍ଳାଟୁନ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login