The Ultimate Managed Hosting Platform
ADVERTISEMENT

ବାଇଶି ପାହାଚରେ ବର୍ଷା ଜଳ, ଅସୁବିଧା ଭୋଗିଲେ ଶ୍ରଦ୍ଧାଳୁ ।

Facebook
Twitter
LinkedIn

ପୁରୀ,୩ା୮: ଆଜି ସକାଳୁ ସକାଳୁ ପୁରୀରେ ପ୍ରବଳ ବର୍ଷା ହେବାରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଭକ୍ତ ବା ଶ୍ରଦ୍ଧାଳୁ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି ।

ଶ୍ରଦ୍ଧାଳୁ ମାନେ ତଥାପି ଏହାକୁ ଖାତିର ନକରି ଭିଜି ଭିଜି ସିଂହଦ୍ୱାର ଦେଇ ପ୍ରବେଶ କଲାବେଳେ ବାଇଶି ପାହାଚରେ ପ୍ରବଳ ବର୍ଷ ଜଳ ଭାଷୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ପାଇଁ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଥିଲା ।ମାତ୍ର ପରବର୍ତ୍ତୀ ସମୟରେ ବର୍ଷ ଛାଡିଯିବାରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଯାତାୟତ ସ୍ୱାଭାବିକ୍ ହୋଇଥିଲା ।


ବ୍ୟୁରୋ ରିପୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login