The Ultimate Managed Hosting Platform
ADVERTISEMENT

ବାଇକରେ ଆସି ଛେଳି ବ୍ୟବସାୟୀଙ୍କୁ ଗୁଳି, ଲୁଟି ନେଲେ ୯ ଲକ୍ଷ

Facebook
Twitter
LinkedIn

ରାଉରକେଲା: ବାଇକରେ ଆସି ଛେଳି ବ୍ୟବସାୟୀଙ୍କୁ ଗୁଳି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଛଟେନପାଲି ନିକଟରେ ଲୁଟ ପାଇଁ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା । ଵାଇକରେ ତିନି ଦୁର୍ବୃତ୍ତ ଆସି ଗୁଳି କରି ଛେଳି ଵ୍ୟଵସାୟୀ ପ୍ରଭାତ ନାୟକଙ୍କୁ ହତ୍ୟା କରିବା ପରେ ବ୍ୟବସାୟୀଙ୍କ ନିକଟରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ପରେ ଲେଫ୍ରିପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ୩ ଲୁଟେରା ଫେରାର ଥିବା ବେଳେ ଟଙ୍କା ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ମୃତଦେହ ସୁନ୍ଦରଗଡ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି। ମୃତକ ଛେଳି ଵ୍ୟଵସାୟୀ ଜଣକ ହାଟକୁ ଛେଳି କିଣିବା ପାଇଁ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login