The Ultimate Managed Hosting Platform
ADVERTISEMENT

ବାଇକକୁ ପିଟିଲା ଟ୍ରକ ; ୩ ମୃତ

Facebook
Twitter
LinkedIn

କାମାକ୍ଷାନଗର : ମାଳପୁରା ଓଭରବ୍ରିଜ ନିକଟରେ ବାଇକକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ । ବାଇକକୁ ପଛରୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ୨ଜଣ ଶିଶୁ ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଜଣେ ମହିଳା ଗୁରୁତର ହୋଇଛନ୍ତି । କାମାକ୍ଷାନଗର ମେଡିକାଲରେ ଗୁରୁତର ମହିଳା ଚିକିତ୍ସାଧୀନ ଅଟନ୍ତି । ଦୁଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ମାରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login