The Ultimate Managed Hosting Platform
ADVERTISEMENT

ବାଇକକୁ ଧକ୍କା ଦେଲା ଟ୍ରକ; ୩ ମୃତ

Facebook
Twitter
LinkedIn

ଆନନ୍ଦପୁର : କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ ଜଣ ଯୁବକ ଥିବା ସୂଚନା । ୨୦ ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସମସ୍ତ ଯୁବକ ଯାଜପୁର ବାରାଗଡିଆ ଅଞ୍ଚଳର ହୋଇଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login