ଜଗତସିଂହପୁର : ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଲା ବସ । ଜଣଙ୍କର ଚାଲିଗଲା ଜୀବନ । ଗୋରେଖନାଥ ଦର୍ଶନ ସାରି ଫେରୁଥିବା ବେଳେ ନାଉଗାଁ ବ୍ଲକର ପାଳସାହିଠାରେ ଦୁର୍ଘଟଣା । ବାସେଳିସାହିର ୪ ଯୁବକ ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବସ । ଦୁଇ ଜଣ ସାଙ୍ଗ ଆଗରେ ଯାଉଥିବା ସମୟରେ ଅନ୍ୟ ଦୁଇ ଜଣ ଟିକେ ପଛରେ ଆସୁଥିଲେ । ଏହି ସମୟରେ ନାଉଗାଁ ପାଳସାହି ନିକଟରେ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ସାଙ୍ଗକୁ ହରାଇ ବିଚଳିତ ହୋଇପଡିଛନ୍ତି ଅନ୍ୟ ସାଙ୍ଗମାନେ । ଅନ୍ୟପଟେ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମୃତଦେହକୁ ରଖାଯାଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।
ବସ ଧକ୍କାରେ ପ୍ରାଣ ହରାଇଲେ ଶ୍ରଦ୍ଧାଳୁ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







