The Ultimate Managed Hosting Platform
ADVERTISEMENT

ବସ ଓଲଟି ୧୦ ଗୁରୁତର

Facebook
Twitter
LinkedIn

ରେଢାଖୋଲ : ଯାତ୍ରୀବାହୀ ବସ ଓଲଟି ୧୦ ଗୁରୁତର । ଏନଏଚ ୫୫ ଚାରମାଳ ଥାନା ନୂଆପଡା ଛକରେ ଓଲଟିଲା ବସ । ଭୁବନେଶ୍ୱରରୁ ହୀରାକୁଦ ଯାଉଥିବା ଶୁଭମ ବସ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଗୁରୁତରଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି । ଗୁରୁତରଙ୍କ ମଧ୍ୟରୁ ୫ ଜଚ୍ଚଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାିଛି । ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ । ଘଙ୍କମାସ୍ଥଳରୁ ପହଣଚି ପୋଲିସ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login