The Ultimate Managed Hosting Platform
ADVERTISEMENT

ବସ-ଆମ୍ବୁଲାନ୍ସ ଧକ୍କା, ୧୬ ମୃତ

Facebook
Twitter
LinkedIn

ଭଦ୍ରକ :ବସ-ଆମ୍ବୁଲାନ୍ସ ସାମ୍ନାସାମ୍ନି ଧକ୍କା । ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଅରଞ୍ଜି ଛକ ନିକଟରେ ପରସ୍ପରକୁ ଧକ୍କା ଦେଲେ । ଉଭୟ ବସ ଓ ଆମ୍ବୁଲାନ୍ସ ଧକ୍କା ହୋଇ ରାସ୍ତା କଡକୁ ଓଲଟି ପଡିଲା । ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ଯାଉଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର , ମେଡିକାଲରେ ଭର୍ତ୍ତିା ବସଟି ରାସ୍ତାକଡକୁ ଓଲଟି ପଡିବାରୁ ୧୫ ଯାତ୍ରୀ । ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login