The Ultimate Managed Hosting Platform
ADVERTISEMENT

ବସକୁ ୧୦ ଲକ୍ଷ ଫାଇନ

Facebook
Twitter
LinkedIn

କଟକ : ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ । ଘରୋଇ ବସକୁ ମୋଟା ଫାଇନ । ଘରୋଇ ବସକୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆରଟିଓ । ଫିଟିନେଓ, ପରମିଟ, ବକେୟା ସହ ଜରିମାନା ରାଶି ମିଶା ୯ ଲକ୍ଷ ୯୨ ହଜାର ଫାଇନ । ଫିଟନେସ୍ ନଥିବାରୁ ୫ ହଜାର, ପଲ୍ୟୁସନ ପାଇଁ ୧୦ ହଜାର ଫାଇନ କଲା କଟକ ଜଞଙ । ବୀମା ପାଇଁ ୨ ହଜାର, ଟ୍ୟାକ୍ସ ପାଇଁ ୩ ଲକ୍ଷ ୭ ହଜାର ୬୬୪ ଟଙ୍କା ଫାଇନ୍ ହୋଇଛି । ପେନାଲଟି ୬ ଲକ୍ଷ ୮୫ ହଜାର ୯୨ ଟଙ୍କା ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login