ଭୁବନେଶ୍ୱର : ୨୦୨୪ରୁ ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା । ନୂଆ ଶିକ୍ଷାନୀତି ଅନୁସାରେ ଲାଗୁ ପାଇଁ ଶିକ୍ଷା ମନ୍ତ୍ରାଳୟର ସୂଚନା । ଦୁଇଟି ବୋର୍ଡ ପରୀକ୍ଷା ରେଜଲ୍ଟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ । ବର୍ତ୍ତମାନର ପରୀକ୍ଷା ଚାପ ହ୍ରାସ କରିବାକୁ ନୂଆ ପଦକ୍ଷେପ । ଏଚ୍ଚିକି ଏକାଧଓ ଓ ଦ୍ୱାଦଶ ପିଲା ଦୁଇଟି ଭାଷା ପଢିବେ । ଦୁଇଟି ଭାଷାରୁ ଗୋଟିଏ ଭାରତୀୟ ଭାଷା ନିଶ୍ଚିତ ପଢିବେ । କଳା, ବାଣିଜ୍ୟ , ବିଜ୍ଞାନରେ ସୀମିତ ରହିବନି ପିଲାଙ୍କ ପସନ୍ଦ । ଶ୍ରେଣୀଗୃହରେ ଟେକ୍ସଟ ବୁକ ଶେଷ ଚାପ ହ୍ରାସ ପାଇବ । ଟେକ୍ସଟ ବୁକକୁ ୨୦୨୪ରୁ ଉନ୍ନତ କରିବାକୁ ଘୋଷଣା ।
Views: 98











