The Ultimate Managed Hosting Platform
ADVERTISEMENT

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର

Facebook
Twitter
LinkedIn

ବରଗଡ : ବନ୍ଦ ଘରୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ମୃତଦେହ । ହତ୍ୟା ନେଇ ସନେ୍ଦହ କରାଯାଉଛି । ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ଚାଞ୍ଚଲ୍ୟ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ଭେଡେନ ଗାଁର ଟଙ୍କଧର ସାହୁ ଓ ତାଙ୍କ ଦୁଇ ସ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login