The Ultimate Managed Hosting Platform
ADVERTISEMENT

ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ, ଅଜୟ କୁମାର ଲୁଲ୍ଲୁଙ୍କୁ ମିଳିଲା ଦାୟିତ୍ୱ

Facebook
Twitter
LinkedIn

ଭୁବନେଶ୍ୱର : ଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ । ଅଜୟ କୁମାର ଲୁଲ୍ଲୁଙ୍କୁ ମିଳିଲା ଦାୟିତ୍ୱ । ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ଗୁରୁ ଦାୟିତ୍ବ ଦେଇଛି ଦଳ । ଏଆଇସିସି ସାଧାରଣ ସଂପାଦକ କେ.ସି ଗେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ କଂଗ୍ରେସର ବଡ଼ ଦାୟିତ୍ବ । ସପ୍ତଗିରି ଉଲାକାଙ୍କୁ ୪ ରାଜ୍ୟ ପ୍ରଭାରୀ ଦାୟିତ୍ବ ମିଳିଛି । ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜାରି ହୋଇଛି । ଏହାପୂର୍ବରୁ ଶ୍ରୀ ଉଲ୍ଲାକା ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିଲା ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ, ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ

ବଦଳିଲା ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ, ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ

ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବଦଳିଲା ଆଇଡି କାର୍ଡରଙ୍ଗ । ୨୦୨୫-୨୬ ଶିକ୍ଷା ବର୍ଷରୁ ନୂଆ ଆଇଡି କାର୍ଡ ପିନ୍ଧିବେ ଛାତ୍ର ଛାତ୍ରୀ । ଆଇଡି...

Login